୨୦୨୦ରେ ମେଡିସିନ୍‌ ପାଇଁ ନୋବେଲ ପୁରଷ୍କାର ଘୋଷଣା କରାଯାଇଛି

ନୂଆଦିଲ୍ଲୀ , ୫/୧୦ : ୨୦୨୦ରେ ମେଡିସିନ୍‌ ପାଇଁ ନୋବେଲ ପୁରଷ୍କାର ଘୋଷଣା କରାଯାଇଛି । ନୋବେଲ ପାଇଁ ଯୁଗ୍ମ ଭାବେ ଏକ କାଳୀନ ତିନି ଜଣଙ୍କୁ ଏହି ପୁରଷ୍କାର ଦିଆଯିବା ନେଇ ସ୍ଥିର ହୋଇଛି । ତେବେ ଏହି ତିନି ଜଣ ବ୍ୟକ୍ତି ହେଉଛନ୍ତି, ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ୍ ରାଇସ୍। ନୋବେଲ ପୁରଷ୍କାର କମିଟି ପକ୍ଷରୁ ଏହି ନାଁ ଘୋଷଣା କରାଯାଇଛି।

 

Leave a Reply

Your email address will not be published. Required fields are marked *