ପଥର ଖାଦାନରେ ବିସ୍ଫୋରଣ, ଦୁଇ ମହିଳାଙ୍କ ସମେତ ୩ ମୃତ

ଗୁଣୁପୁର ୧୬/୧୦: ପଥର ଖାଦାନରେ ଭୀଷଣ ବିସ୍ଫୋରଣ।  ପଥର ଫଟାଇବା ବେଳେ ହୋଇଛି ବଡ଼ ଧରଣର ବିସ୍ଫୋରଣ ।  ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଗୁଣୁପୁର ନିକଟ ଓକିଲଗୁଡ଼ାରେ ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନୀଶମ ବାହୀନି ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *